ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଷାଢ଼ୀ ଏକାଦଶୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 

‘ସମସ୍ତଙ୍କୁ ଆଷାଢ଼ୀ ଏକାଦଶୀର ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ଦିନ ଆମକୁ ପରମ୍ପରା ଅନୁରୂପ ଭକ୍ତି, ବିନମ୍ରତା ଏବଂ କରୁଣାର ଗୁଣକୁ ଆପଣାଇବାରେ ପ୍ରେରିତ କରୁ । ଭଗବାନ ବିଠଲଙ୍କ ଆଶୀର୍ବାଦରୁ ଆମେ ଏକ ସୁଖୀ, ଶାନ୍ତିପୂର୍ଣ୍ଣ, ଏବଂ ସମାବେଶୀ ସମାଜ ଗଠନ ପାଇଁ ଏକାଠି କାମ କରିବା’ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat