ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତା ଜୟନ୍ତୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଗୀତା ଉପରେ ଦେଇଥିବା ଦୁଇଟି ଭାଷଣ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି, ଗୀତା ଜୟନ୍ତୀରେ, ନିକଟରେ ମୁଁ ଗୀତା ଉପରେ ଦେଇଥିବା ଦୁଇଟି ବକ୍ତବ୍ୟ ଉଲ୍ଲେଖ କରୁଛି

ସ୍ୱାମୀ ଚିଦଭାବାନନ୍ଦଙ୍କ ଭଗବଦ୍ ଗୀତା ର ଇ-ବୁକ୍ ସଂସ୍କରଣର ଶୁଭାରମ୍ଭ 

ଗୀତା ଉପରେ ବିଭିନ୍ନ ପଣ୍ଡିତଙ୍କ ମନ୍ତବ୍ୟ ସହିତ ଏକ ପାଣ୍ଡୁଲିପି ଲୋକାର୍ପଣ

ସର୍ବୋପନିଷେଦୋ ଗାବେ ଦୋଗ୍ଧା ଗୋପାଳ ନନ୍ଦନ; ।

ପାର୍ଥୋ ବତ୍ସ; ସୁଧିଭୌକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍‍; ।

ଗୀତା ଜୟନ୍ତୀ କି ହାର୍ଦ୍ଦିକ ଶୁଭକାମନାଏ; ।

ଗୀତା ଜୟନ୍ତୀର ଶୁଭେଚ୍ଛା 

ଜୀବନର ଅନେକ ବ୍ୟବହାରିକ ଦିଗ ପାଇଁ ଏହା ଏକ ମାର୍ଗଦର୍ଶିକା; ବିଶ୍ୱରେ ଗୀତାର ଶିକ୍ଷାକୁ ଦେଖି ଆନନ୍ଦିତ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi