ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଦିବସରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସାହସିକତା, ସ୍ୱାଭିମାନ ଏବଂ ବଳିଦାନର ଐତିହାସିକ ଭୂମି ରାଜସ୍ଥାନର ସମସ୍ତ ବାସିନ୍ଦାଙ୍କୁ ରାଜସ୍ଥାନ ଦିବସର କୋଟି କୋଟି ଶୁଭେଚ୍ଛା । ରାଜ୍ୟ ପ୍ରଗତି ପଥରେ ଆଗକୁ ବଢୁ, ଏହା ହିଁ କାମନା ।”
शौर्य, स्वाभिमान और बलिदान की ऐतिहासिक धरती राजस्थान के समस्त निवासियों को राजस्थान दिवस की कोटि-कोटि शुभकामनाएं। प्रदेश प्रगति के पथ पर आगे बढ़े, यही कामना है।
— Narendra Modi (@narendramodi) March 30, 2022


