ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସରେ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗୋଆ ମୁକ୍ତି ଦିବସରେ ଗୋଆର ଲୋକଙ୍କୁ ଶୁଭେଚ୍ଛା । ଏହି ଦିନ ଆମେ ସେହି ସମସ୍ତଙ୍କ ସାହସ ଏବଂ ସ୍ମରଣୀୟ ଯୋଗଦାନକୁ ମନେ ପକାଉଛୁ ଯେଉଁମାନେ ଗୋଆକୁ ମୁକ୍ତ କରିବାକୁ ହୋଇଥିବା ଆନ୍ଦୋଳନର ଅଂଶ ଥିଲେ । ଆମେ ସେମାନଙ୍କ ଦର୍ଶନରେ ପ୍ରେରିତ ହେଉଛୁ ଏବଂ ଗୋଆର ବିକାଶ ଦିଗରେ କାର୍ଯ୍ୟ କରୁଛୁ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat