ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୌସେନା ଦିବସ ଅବସରରେ ସମସ୍ତ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନୌସେନା ଦିବସରେ ସମସ୍ତ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା । ଆମେ ଭାରତରେ ଆମର ସମୃଦ୍ଧ ସାମୁଦ୍ରିକ ଇତିହାସ ପାଇଁ ଗର୍ବିତ । ଭାରତୀୟ ନୌସେନା ଆମ ଦେଶକୁ ନିରନ୍ତର ଭାବରେ ସୁରକ୍ଷା ଦେଇଛି ଏବଂ ଆବଶ୍ୟକ ସମୟରେ ନିଜର ମାନବିକ ଆବେଗ ସହିତ ନିଜକୁ ପୃଥକ ଭାବେ ପ୍ରତିଷ୍ଠା କରିପାରିଛି ।”

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A day in the Parliament and PMO

Media Coverage

A day in the Parliament and PMO
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 8, 2023
February 08, 2023
ସେୟାର
 
Comments

PM Modi's Visionary Leadership: A Pillar of India's Multi-Sectoral Growth

New India Appreciates PM Modi's Reply to The Motion of Thanks in The Lok Sabha