ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରୁଥିବା ପବିତ୍ର ପର୍ବ ହେରାଥ ପୋସଥେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। "ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ଜୀବନରେ ସୁସ୍ଥତା ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି। ଏହା ସଫଳତାର ନୂତନ ପଥ ଉନ୍ମୁକ୍ତ କରୁ ଏବଂ ପ୍ରତ୍ୟେକ ଘରକୁ ଆନନ୍ଦ ଏବଂ ସନ୍ତୋଷରେ ଭରିଦେଉ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି:
"ହେରାଥ୍ ପୋସଥେ!
ଏହି ପବିତ୍ର ପର୍ବ ଆମ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ ।
ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ଜୀବନରେ ସୁସ୍ଥତା ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି। ଏହା ସଫଳତାର ନୂତନ ପଥ ଉନ୍ମୁକ୍ତ କରୁ ଏବଂ ପ୍ରତ୍ୟେକ ଘରକୁ ଆନନ୍ଦ ଏବଂ ସନ୍ତୋଷରେ ଭରିଦେଉ । "
Herath Poshte!
— Narendra Modi (@narendramodi) February 14, 2026
This sacred festival reflects the rich traditions of our Kashmiri Pandit community.
On this pious occasion, I pray for wellness and abundance in everyone’s lives. May it open new pathways of success and fill every home with joy and contentment.


