ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଭିନ୍ନ ଭିନ୍ନ  ପୋଷ୍ଟରେ ସେ ଲେଖିଛନ୍ତି :

“ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଅନେକ ଶୁଭକାମନା । ଉତ୍ତାୟଣ ସୂର୍ଯ୍ୟଙ୍କୁ ସମର୍ପିତ ଏହି ପବିତ୍ର ଉତ୍ସବ ଆପଣମାନଙ୍କ ଜୀବନରେ ନୂଆ ଉର୍ଜା ଏବଂ ଉତ୍ସାହ ଭରିଦେଉ ।”

“ଆପଣଙ୍କର ଉତ୍ତରାୟଣ ମଙ୍ଗଳମୟ ହେଉ ! ଏହି ପର୍ବ ସମସ୍ତଙ୍କ ଜୀବନରେ ସଫଳତା ଏବଂ ଖୁସି ଆଣୁ ।”

“ମାଘ ବିହୁର ଶୁଭେଚ୍ଛା ! ଆମେ ପ୍ରକୃତିର ପ୍ରଚୁରତା, ଅମଳର ଆନନ୍ଦ ଏବଂ ଏକତାର ଭାବନାକୁ ପାଳନ କରୁ । ଏହି ପର୍ବ ସୁଖ ଏବଂ ଏକତାର ଭାବନାକୁ ଆହୁରି ବୃଦ୍ଧି କରୁ ।”

“মাঘ বিহুৰ শুভেচ্ছা! আমি প্ৰকৃতিৰ প্ৰাচুৰ্য্য, শস্য চপোৱাৰ আনন্দ আৰু ভাতৃত্ববোধৰ মনোভাৱক উদযাপন কৰো। এই উৎসৱে সুখ আৰু ভাতৃত্ববোধৰ মনোভাৱক আগুৱাই লৈ যাওক।“

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride