ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ସମସ୍ତ ଦେଶବାସୀଙ୍କୁ ଭଗବାନ ଭୋଳାନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରିର ଅନେକ ଶୁଭକାମନା । ଏହି ଦିବ୍ୟ ଅବସର ଆପଣମାନଙ୍କ ପାଇଁ ସୁଖ, ସମୃଦ୍ଧି ତଥା ଉତ୍ତମ ସ୍ୱାସ୍ଥ୍ୟ ଆଣିଦେବା ସହ ବିକଶିତ ଭାରତର ସଂକଳ୍ପକୁ ଅଧିକ ସୁଦୃଢ଼ କରୁ, ଏହା ହିଁ ମୋର କାମନା । ହର-ହର ମହାଦେବ!”
सभी देशवासियों को भगवान भोलेनाथ को समर्पित पावन-पर्व महाशिवरात्रि की असीम शुभकामनाएं। यह दिव्य अवसर आप सभी के लिए सुख-समृद्धि और उत्तम स्वास्थ्य लेकर आए, साथ ही विकसित भारत के संकल्प को सुदृढ़ करे, यही कामना है। हर-हर महादेव! pic.twitter.com/4gYM5r4JnR
— Narendra Modi (@narendramodi) February 26, 2025


