ଆଜି ଥାଇପୋଶମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, “ଭଗବାନ ମୁରୁଗାନଙ୍କ ଦିବ୍ୟ କୃପା ଆମକୁ ଶକ୍ତି, ସମୃଦ୍ଧି ଓ ଜ୍ଞାନ ଆଣିଦେଉ । ଏହି ପବିତ୍ର ପର୍ବ ଅବସରରେ ମୁଁ ସମସ୍ତଙ୍କ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି ।”
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ସମସ୍ତଙ୍କ ଖୁସି ଓ ସମୃଦ୍ଧି କାମନା କରୁଛି!
ଭଗବାନ ମୁରୁଗାନଙ୍କ ଦିବ୍ୟ କୃପା ଆମକୁ ଶକ୍ତି, ସମୃଦ୍ଧି ଓ ଜ୍ଞାନ ଆଣିଦେଉ । ଏହି ପବିତ୍ର ପର୍ବ ଅବସରରେ ମୁଁ ସମସ୍ତଙ୍କ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି ।
ଆମ ଜୀବନରେ ଏହି ଦିନ ଶାନ୍ତି ଓ ସକରାତ୍ମକ ଭାବନା ଆଣୁ!
ଭେଟ୍ରିଭେଲ ମୁରୁଗାନୁକୁ ଆରୋଗରା!”
Wishing everyone a joyous and blessed Thaipoosam!
— Narendra Modi (@narendramodi) February 11, 2025
May the divine grace of Lord Murugan guide us with strength, prosperity and wisdom. On this sacred occasion, I pray for happiness, good health and success for all.
May this day also bring peace and positivity into our lives!…
அனைவருக்கும் மகிழ்ச்சியான, ஆசிர்வதிக்கப்பட்ட தைப்பூசத் திருநாள் வாழ்த்துகள்!
— Narendra Modi (@narendramodi) February 11, 2025
முருகப் பெருமானின் தெய்வீக அருள் நமக்கு பலம், வளம், ஞானம் ஆகியவற்றுடன் வழிகாட்டட்டும். இந்தப் புனித விழாவில் அனைவரின் மகிழ்ச்சிக்காக, நல்ல ஆரோக்கியத்திற்காக, வெற்றிக்காக நான் பிரார்த்தனை செய்கிறேன்.…


