ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, “ଦୀପାବଳି ଅବସରରେ ସଭିଁଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପର୍ବ ଆମ ଜୀବନକୁ ସଦଭାବ, ସୁଖ ଏବଂ ସମୃଦ୍ଧିରେ ଆଲୋକିତ କରୁ । ଆମର ଚତୁର୍ଦ୍ଦିଗରେ ସକାରାତ୍ମକତାର ଭାବନା ବ୍ୟାପ୍ତ ରହୁ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଦୀପାବଳି ଅବସରରେ ସଭିଁଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପର୍ବ ଆମ ଜୀବନକୁ ସଦଭାବ, ସୁଖ ଏବଂ ସମୃଦ୍ଧିରେ ଆଲୋକିତ କରୁ । ଆମର ଚତୁର୍ଦ୍ଦିଗରେ ସକାରାତ୍ମକତାର ଭାବନା ରହୁ ।”
“ସମସ୍ତ ଦେଶବାସୀଙ୍କୁ ସଭିଁଙ୍କୁ ମୋର ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପବିତ୍ର ପର୍ବ ପ୍ରତ୍ୟେକଙ୍କ ଜୀବନକୁ ସୁଖ-ସମୃଦ୍ଧି ଏବଂ ସୌହାର୍ଦ୍ଦ୍ୟରେ ଆଲୋକିତ କରୁ ।”
Greetings on the occasion of Diwali. May this festival of lights illuminate our lives with harmony, happiness and prosperity. May the spirit of positivity prevail all around us.
— Narendra Modi (@narendramodi) October 20, 2025
"सभी देशवासियों को दीपावली की हार्दिक शुभकामनाएं। प्रकाश का यह पावन पर्व हर किसी के जीवन को सुख-समृद्धि और सौहार्द से आलोकित करे, यही कामना है।"
सभी देशवासियों को दीपावली की हार्दिक शुभकामनाएं। प्रकाश का यह पावन पर्व हर किसी के जीवन को सुख-समृद्धि और सौहार्द से आलोकित करे, यही कामना है।
— Narendra Modi (@narendramodi) October 20, 2025


