ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ସମଗ୍ର ବିଶ୍ୱରେ ହନୁକା ଉତ୍ସବ ପାଳନ କରୁଥିବା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହନୁକା ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ବିଶ୍ୱରେ ହନୁକା ଉତ୍ସବ ପାଳନ କରୁଥିବା ସମସ୍ତ ଜନସାଧାରଣ ଏବଂ ପ୍ରଧାନମନ୍ତ୍ରୀ @netanyahu ଙ୍କୁ ଶୁଭେଚ୍ଛା । ହନୁକାର ଚମକ ସମସ୍ତଙ୍କ ଜୀବନରେ ଆଶା, ଶାନ୍ତି ଏବଂ ଦୃଢ଼ତା ଆଣୁ । ହନୁକା ଶୁଭେଚ୍ଛା”

 

 

מיטב האיחולים לראש הממשלה
@netanyahu
ולכל האנשים ברחבי העולם חוגגים את חג החנוכה. יהיה רצון שזוהר חנוכה יאיר את חיי כולם בתקווה, שלום וכוח. חג חנוכה שמח

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"AI Summit Turning Point For How World Will Use AI": PM Modi In Mann Ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 23, 2026
February 23, 2026

Heritage, Humanity, and High-Tech Horizons: PM Modi's Heartfelt Tribute to Farmers, Donors, and Dreamers in Mann Ki Baat