ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ଜନସାଧାରଣଙ୍କୁସେମାନଙ୍କ ରାଜ୍ୟର ସ୍ଥାପନା ଦିବସରେ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମିଜୋ ସଂସ୍କୃତି ଐତିହ୍ୟ ଏବଂ ସଦଭାବରଏକ ସୁନ୍ଦର ମେଳ ଦର୍ଶାଇଥାଏ । ସେ ଏହା ମଧ୍ୟ କାମନା କରିଛନ୍ତିଯେ, ମିଜୋରାମ ନିରନ୍ତର ସମୃଦ୍ଧ ହେଉ ଏବଂ ଆସନ୍ତା ଦିନରେ ଶକ୍ତି, ବିକାଶ ଓ ପ୍ରଗତିର ଯାତ୍ରା ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟର ସ୍ଥାପନାଦିବସରେ ଶୁଭେଚ୍ଛା! ଏହି ଜୀବନ୍ତ ରାଜ୍ୟ ନିଜର ମନମୋହନଦୃଶ୍ୟାବଳୀ, ଗଭୀର ସମ୍ପର୍କ ଥିବା ପରମ୍ପରା ଏବଂ ନିଜଜନସାଧାରଣଙ୍କ ଉତ୍ସାହ ମନୋଭାବ ପାଇଁ ବେଶ୍ ପରିଚିତ । ମିଜୋସଂସ୍କୃତି ଐତିହ୍ୟ ଓ ସଦଭାବର ଏକ ସୁନ୍ଦର ସମନ୍ୱୟ ଦର୍ଶାଇଥାଏ ।ମିଜୋରାମର ସମୃଦ୍ଧି ଜାରି ରହୁ ଏବଂ ଆସନ୍ତା ଦିନ ମାନଙ୍କରେ ଶାନ୍ତି, ବିକାଶ ଓ ପ୍ରଗତିର ଏହାର ଯାତ୍ରା ଆହୁରି ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KISAN crosses ₹4.27 lakh crore disbursal, over 9.35 crore farmers benefit

Media Coverage

PM-KISAN crosses ₹4.27 lakh crore disbursal, over 9.35 crore farmers benefit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2026
March 25, 2026

PM Modi’s Blueprint for a Stronger India: Empowerment, Infrastructure & Economic Resilience in Action