ସିଆରପିଏଫର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଆରପିଏଫ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସେମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶ ସେବା ବାସ୍ତବରେ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ସେମାନଙ୍କ ପ୍ରତିଷ୍ଠା ଦିବସରେ ସମସ୍ତ @crpfindia ଯବାନମାନଙ୍କୁ ମୋର ଶୁଭେଚ୍ଛା । ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶସେବା ବାସ୍ତବରେ ପ୍ରଶଂସନୀୟ । ସାହସ ଓ ପ୍ରତିବଦ୍ଧତାର ସର୍ବୋଚ୍ଚ ଉଦାହରଣ ଭାବେ ସେମାନେ ସର୍ବଦା ଛିଡ଼ା ହୋଇଥାନ୍ତି । ଦେଶକୁ ସୁରକ୍ଷିତ ରଖିବା ଦିଗରେ ସେମାନଙ୍କ ଭୂମିକା ଅନନ୍ୟ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign

Media Coverage

‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026