ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୋରବନ୍ଦରରେ ଚାଲିଥିବା ମାଧବପୁର ମେଳା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଭବ୍ୟ ଉତ୍ସବ ଆମର ଗୌରବମୟ ସଂସ୍କୃତିକୁ ଦର୍ଶାଉଛି ଏବଂ ଏହା ଗୁଜରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଚିରନ୍ତନ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି। "ଏହି ପର୍ବ ବିବିଧ ପରମ୍ପରାକୁ ଏକତ୍ର କରିଥାଏ, ଯାହା 'ଏକ ଭାରତ, ଶ୍ରେଷ୍ଠ ଭାରତ" ର ପ୍ରକୃତ ଭାବନାକୁ ପ୍ରତିଫଳିତ କରିଥାଏ। ମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଆହ୍ୱାନ କରୁଛି! , ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୦୨୨ର 'ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମାଧବପୁର ମେଳା ଏବଂ ଆମ ସଂସ୍କୃତିରେ ଏହାର ଗୁରୁତ୍ୱ ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ଗୁଜରାଟର ପୋରବନ୍ଦରରେ ଚାଲିଥିବା ମାଧବପୁର ମେଳା ପାଇଁ ମୋର ଶୁଭେଚ୍ଛା।

ଏହି ଜୀବନ୍ତ ଉତ୍ସବ ଆମର ଗୌରବମୟ ସଂସ୍କୃତିକୁ ଦର୍ଶାଇଥାଏ ଏବଂ ଏହା ଗୁଜରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଚିରନ୍ତନ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିଥାଏ।

ଏହି ପର୍ବ ବିବିଧ ପରମ୍ପରାକୁ ଏକତ୍ର କରିଥାଏ, ଯାହା 'ଏକ ଭାରତ, ଶ୍ରେଷ୍ଠ ଭାରତ ’ ର ପ୍ରକୃତ ଭାବନାକୁ ପ୍ରତିଫଳିତ କରିଥାଏ। ମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଆହ୍ୱାନ କରୁଛି!

"ଏପ୍ରିଲ୍ ୨୦୨୨ ର ମନ କି ବାତ୍‍ କାର୍ଯ୍ୟକ୍ରମରେ ମୁଁ ମାଧବପୁର ମେଳାର ଗୁରୁତ୍ୱ ଏବଂ ଆମ ସଂସ୍କୃତିରେ ଏହାର ପ୍ରଭାବ ବିଷୟରେ କହିଥିଲି। ଶୁଣନ୍ତୁ "

 

“In the #MannKiBaat programme of April 2022, I spoke about the significance of the Madhavpur Mela and its importance in our culture. Do listen…”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi