ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ଦିବସ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ହରିୟାଣା ସର୍ବଦା ଏହାର କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ, ଏହାର ସୈନିକମାନଙ୍କ ଅତୁଳନୀୟ ବୀରତ୍ୱ ତଥା ପରାକ୍ରମ ଏବଂ ଏହାର ଯୁବପିଢ଼ିଙ୍କ ଉଲ୍ଲେଖନୀୟ ସଫଳତା ମାଧ୍ୟମରେ ଦେଶ ପାଇଁ ପ୍ରେରଣା ହୋଇଆସିଛି । ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଏହି ରାଜ୍ୟର ସମସ୍ତ ନାଗରିକମାନଙ୍କ ଖୁସି ଏବଂ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ।
हरियाणा दिवस के अवसर पर राज्य के सभी निवासियों को बहुत-बहुत बधाई। यह ऐतिहासिक धरती हमारे किसान भाई-बहनों के अथक परिश्रम, जवानों के अतुलनीय पराक्रम और युवाओं के अद्भुत प्रदर्शन से देशभर के लिए एक मिसाल रही है। प्रगति के पथ पर तेजी से आगे बढ़ रहे इस प्रदेश के विशेष अवसर पर मैं हर…
— Narendra Modi (@narendramodi) November 1, 2025


