ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ମହାବୀର ଜନ୍ମ କଲ୍ୟାଣକର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ମହାବୀରଙ୍କ ଜୀବନ ଏବଂ ଶିକ୍ଷା ସତ୍ୟ, ଅହିଂସା ଏବଂ କରୁଣାର ପଥକୁ ଆଲୋକିତ କରିଚାଲିଛି। ତାଙ୍କର ଆଦର୍ଶଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିରୁ ଉନ୍ନତିଶୀଳ ଏବଂ ଆଜିର ଦୁନିଆରେ ମଧ୍ୟ ଗଭୀର ଭାବେ ପ୍ରାସଙ୍ଗିକ। ସମାନତା ଏବଂ ଦୟା ଉପରେ ତାଙ୍କର ଗୁରୁତ୍ୱ ଆମକୁ ସମାଜ ପ୍ରତି ଆମର ସହଭାଗୀ ଦାୟିତ୍ୱକୁ ମନେ ପକାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ 'ଏକ୍ସ ‘ ରେ ପୋଷ୍ଟ କରିଛନ୍ତି:

"ଭଗବାନ ମହାବୀର ଜନ୍ମ କଲ୍ୟାଣକର ପବିତ୍ର ଅବସରରେ ଶୁଭେଚ୍ଛା। ଭଗବାନ ମହାବୀରଙ୍କ ଜୀବନ ଏବଂ ଶିକ୍ଷା ସତ୍ୟ, ଅହିଂସା ଏବଂ କରୁଣାର ପଥକୁ ଆଲୋକିତ କରିଚାଲିଛି। ତାଙ୍କର ଆଦର୍ଶଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିରୁ ଉନ୍ନତିଶୀଳ ଏବଂ ଆଜିର ଦୁନିଆରେ ମଧ୍ୟ ଗଭୀର ଭାବେ ପ୍ରାସଙ୍ଗିକ। ସମାନତା ଏବଂ ଦୟା ଉପରେ ତାଙ୍କର ଗୁରୁତ୍ୱ ଆମକୁ ସମାଜ ପ୍ରତି ଆମର ସହଭାଗୀ ଦାୟିତ୍ୱ ବିଷୟରେ ମନେ ପକାଇ ଦିଏ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi