ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ଭାରତୀୟ ସେନାର ଜବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସେନା ଦିବସ ଅବସରରେ ବିଶେଷ ଶୁଭେଚ୍ଛା, ବିଶେଷକରି ଆମର ସାହସୀ ସୈନିକ, ସମ୍ମାନିତ ବରିଷ୍ଠ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା । ଭାରତୀୟ ସେନା ନିଜର ସାହସିକତା ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ପରିଚିତ । ଜାତୀୟ ସୁରକ୍ଷା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନକୁ କୌଣସି ଶବ୍ଦରେ ପ୍ରକାଶ କରାଯାଇ ପାରିବ ନାହିଁ ।

ଭାରତୀୟ ସେନାର ଜବାନ ମାନେ ଦୁର୍ଗମ ଅଞ୍ଚଳରେ ସେବା କରନ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବିକ ସଙ୍କଟ ସମୟରେ ଆମର ନାଗରିକମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ବିଦେଶରେ ଶାନ୍ତି ରକ୍ଷା ମିଶନରେ ସେନାର ଅବଦାନ ପାଇଁ ଭାରତ ଗର୍ବିତ ବୋଲି ସେ କହିଛନ୍ତି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI to remain free for consumers, says Payments Council of India

Media Coverage

UPI to remain free for consumers, says Payments Council of India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch