ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ସହ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି । ଶ୍ରୀ ମୋଦୀ କେନ୍ଦ୍ରରୁ ସମସ୍ତ ପ୍ରକାର ସହାୟତାକୁ ନିଶ୍ଚିତ କରିଛନ୍ତି ।

ଏକ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଜଗନ ଗାରୁଙ୍କ ସହିତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ପରିସ୍ଥିତି ସମ୍ପର୍କରେ କଥା ହେଲି। କେନ୍ଦ୍ରର ସମସ୍ତ ପ୍ରକାର ସମର୍ଥନ ନିଶ୍ଚିତ କାଲି । ମୁଁ ସମସ୍ତଙ୍କର ମଙ୍ଗଳ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରୁଛି ।”
Today is a proud day for India’s quest to become Aatmanirbhar in the defence sector. INS Visakhapatnam is commissioned into Indian Navy! It is indigenously developed and will strengthen our security apparatus. Our efforts towards defence modernisation continues with full vigour. pic.twitter.com/LwVIX3ufzq
— Narendra Modi (@narendramodi) November 21, 2021


