ଶ୍ରୀ ଏଲ କେ ଆଡଭାନୀଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଏଲ କେ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଦେଶର ସର୍ବାଧିକ ପ୍ରଶଂସନୀୟ ରାଷ୍ଟ୍ରନେତା ଭାବେ ଦର୍ଶାଇବା ସହ ସେ ଭାରତର ବିକାଶକୁ ଆଗେଇ ନେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା କହିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ଏଲ କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଜନ୍ମ ଦିନରେ ଶ୍ରୀ ଏଲ କେ ଆଡଭାନୀଙ୍କୁ ବହୁତ ବହୁତ ଶୁଭେଚ୍ଛା । ଚଳିତ ବର୍ଷ ଅଧିକ ସ୍ୱତନ୍ତ୍ର, କାରଣ ତାଙ୍କୁ ଅସାଧାରଣ ଦେଶସେବା ପାଇଁ ଭାରତରତ୍ନରେ ସମ୍ମାନିତ କରାଯାଇଛି । ସେ ଦେଶର ସର୍ବାଧିକ ପ୍ରଶଂସନୀୟ ରାଷ୍ଟ୍ରନେତାଙ୍କ ମଧ୍ୟରୁ ଜଣେ ଏବଂ ଦେଶର ବିକାଶକୁ ଆଗେଇ ନେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ବୁଦ୍ଧି ଓ ସମୃଦ୍ଧ ଅନ୍ତଃଦୃଷ୍ଟି ପାଇଁ ସେ ସର୍ବଦା ସମ୍ମାନର ପାତ୍ର ଥିଲେ । ବହୁ ବର୍ଷ ଧରି ମୋତେ ତାଙ୍କର ଦିଗଦର୍ଶନ ମିଳିଥିବାରୁ ମୁଁ ଧନ୍ୟ । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ।  ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମ ଦିନରୁ ଶୁଭେଚ୍ଛା ଜଣାଇଲି ।” 

 

Went to Advani Ji's residence and wished him on his birthday."

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure