ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚଡିଆଁ ଟି୬୩ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୈଳେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ଉଲ୍ଲେଖନୀୟ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଶୈଳେଶ କୁମାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!
ପୁରୁଷ ଉଚ୍ଚଡିଆଁ ଟି୬୩ ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନ ଅତୁଳନୀୟ ।
ତାଙ୍କର ନିଷ୍ଠା ଏବଂ ପରିଶ୍ରମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ।’
Heartiest congratulations to Shailesh Kumar on his remarkable Gold at the Asian Para Games!
— Narendra Modi (@narendramodi) October 23, 2023
His performance in the Men's High Jump T63 event is exceptional.
His determination and hard work serves as an inspiration to everyone. pic.twitter.com/sFNrN3Hrrs


