ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ୫୫ କିଲୋଗ୍ରାମ ଭାରୋତ୍ତଳନ ବର୍ଗରେ ରୌପ୍ୟ ପଦକ ଜିତିଥିବା ସଙ୍କେତ ସରଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସଙ୍କେତ ସରଗରଙ୍କ ପ୍ରଶଂସନୀୟ ଉଦ୍ୟମ! ସମ୍ମାନଜନକ ରୌପ୍ୟ ପଦକ ଜିତି ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଶୁଭାରମ୍ଭ ଦେଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ଭବିଷ୍ୟତର ଉଦ୍ୟମ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।”
Exceptional effort by Sanket Sargar! His bagging the prestigious Silver is a great start for India at the Commonwealth Games. Congratulations to him and best wishes for all future endeavours. pic.twitter.com/Pvjjaj0IGm
— Narendra Modi (@narendramodi) July 30, 2022


