ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ସମଗ୍ର ଭାରତରୁ ଛାତ୍ରଛାତ୍ରୀ ତଥା ଗବେଷକମାନେ ଏଥିପ୍ରତି ଆକୃଷ୍ଟ ହେବେ।
ଆସାମରେ ଆଇଆଇଏମ୍ ପ୍ରତିଷ୍ଠା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ ପୋଷ୍ଟ ଉପରେ ଶ୍ରୀ ମୋଦୀ କହିଛନ୍ତି;
"ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ! ରାଜ୍ୟରେ ଏକ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ସମଗ୍ର ଭାରତରୁ ଛାତ୍ରଛାତ୍ରୀ ତଥା ଗବେଷକମାନେ ଆକୃଷ୍ଟ ହେବେ।
Congratulations to the people of Assam! The establishment of an IIM in the state will enhance education infrastructure and draw students as well as researchers from all over India. https://t.co/vRghsdITuE
— Narendra Modi (@narendramodi) August 20, 2025
অসমবাসীক অভিনন্দন জনাইছোঁ! ৰাজ্যখনত আইআইএম স্থাপনে শিক্ষাৰ আন্তঃগাঁথনি শক্তিশালী কৰাৰ লগতে দেশৰ বিভিন্ন প্ৰান্তৰ ছাত্ৰ-ছাত্ৰী আৰু গৱেষকক আকৰ্ষণ কৰিব। https://t.co/vRghsdITuE
— Narendra Modi (@narendramodi) August 20, 2025


