ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ । ଦେଶ ପ୍ରତି ସମୃଦ୍ଧ ଓ ବିବିଧ ଯୋଗଦାନ ସାଙ୍ଗକୁ ଆମର ବିକାଶ ପଥ ବ୍ୟାପକ କରିବାରେ ସେମାନଙ୍କ ଉଦ୍ୟମକୁ ଭାରତ ସମ୍ମାନ ଜଣାଉଛି । #PeoplesPadma”
Congratulations to those who have been conferred the Padma Awards. India cherishes their rich and varied contributions to the nation and their efforts to enhance our growth trajectory. #PeoplesPadma https://t.co/M6p4FWGhFU
— Narendra Modi (@narendramodi) January 25, 2023


