ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ଅଭିନନ୍ଦନ । ଏହି ଟିମ୍‌ରେ ସୁନ୍ଦର ଭାବେ ତାକତ ଏବଂ ଅଭିଜ୍ଞତା ରହିଛି । ଏହା ନିଶ୍ଚିତ ଭାବେ ଦିଲ୍ଲୀ ପାଇଁ ଉତ୍ତମ ପ୍ରଶାସନ ଆଣିବ ।

ସେମାନଙ୍କୁ ଶୁଭେଚ୍ଛା ।

@gupta_rekha

@p_sahibsingh

@mssirsa

@KapilMishra_IND ”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Plays Traditional Chenda Drum In Palakkad Ahead Of Kerala Polls | Watch

Media Coverage

PM Modi Plays Traditional Chenda Drum In Palakkad Ahead Of Kerala Polls | Watch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World