ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଡିସ୍କସ ଥ୍ରୋ ଏଫ୍ ୩୭/୩୮ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବାରୁ ଲକ୍ଷ୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ମହିଳା ଡିସ୍କସ୍ ଥ୍ରୋ-ଏଫ୍୩୭/୩୮ ଇଭେଣ୍ଟରେ ସମ୍ମାନଜନକ ବ୍ରୋଞ୍ଜ ପଦକ ପାଇଁ ଲକ୍ଷ୍ମୀଙ୍କୁ ଅଭିନନ୍ଦନ। ସେ ସମଗ୍ର ଦେଶ ପାଇଁ ପ୍ରେରଣା।
Congratulations to Lakshmi for the prestigious Bronze in Women's Discus Throw-F37/38 event. She is an inspiration to the entire nation. pic.twitter.com/5pw3swDTSH
— Narendra Modi (@narendramodi) October 27, 2023


