ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଯୋଜନାକୁ ୯ ବର୍ଷ ପୂରଣ ଅବସରରେ ଏହାର ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନାକୁ ସଫଳ କରାଇବା ପଛରେ ଅବଦାନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ମାଇ ଗଭ୍ ଦ୍ୱାରା କରାଯାଇଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୯ ବର୍ଷ ପୂରଣ ଅବସରରେ ଏହି ସ୍କିମରୁ ଉପକୃତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଏହାକୁ ସଫଳ କରିବା ଦିଗରେ କାର୍ଯ୍ୟ କରିଥିବା ସମସ୍ତଙ୍କୁ ପ୍ରଶଂସା କରୁଛି । ଆମ ଲୋକଙ୍କୁ ସଶକ୍ତ କରିବାରେ ଏହା ଏକ ବଡ଼ ପ୍ରୟାସ । ଆଗେଇ ଚାଲିଥିବା ଆମ ଦେଶର ଅର୍ଥନୀତିରେ ପ୍ରତ୍ୟେକ ଭାରତୀୟଙ୍କ ଏକ ଉପଯୁକ୍ତ ସ୍ଥାନ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ବିତ୍ତୀୟ ମୁଖ୍ୟଧାରାକୁ ଆଣିଛୁ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Make in India Electronics: Cos create 1.33 million job as PLI scheme boosts smartphone manufacturing & exports

Media Coverage

Make in India Electronics: Cos create 1.33 million job as PLI scheme boosts smartphone manufacturing & exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 27, 2025
December 27, 2025

Appreciation for the Modi Government’s Efforts to Build a Resilient, Empowered and Viksit Bharat