ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ୭ ଟି କରି ଏବଂ ଗ୍ରୀକୋ-ରୋମାନରେ ୨) ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆମର କୁସ୍ତିଯୋଦ୍ଧାମାନେ ଆମକୁ ପୁଣି ଗର୍ବିତ କରନ୍ତି! ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ୭ଟି କରି ଏବଂ ଗ୍ରୀକୋ-ରୋମାନରେ ୨) ଜିତିଥିବାରୁ ଆମ ଦଳକୁ ଅଭିନନ୍ଦନ । ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଭବିଷ୍ୟତରେ ଭାରତୀୟ କୁସ୍ତି ସୁରକ୍ଷିତ ହାତରେ ଥିବା ମଧ୍ୟ ଦର୍ଶାଉଛି!”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance