ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋକ୍ଲାଠାରେ ହୋଇଥିବା ବିଶ୍ୱ ତୀରନ୍ଦାଜୀ ଯୁବ ପ୍ରତିଯୋଗିତାରେ ୮ଟି ସ୍ୱର୍ଣ୍ଣ ସହିତ ୧୫ଟି ପଦକ ଜିତିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି;
ରୋକ୍ଲାଠାରେ ବିଶ୍ୱ ତୀରନ୍ଦାଜୀ ଯୁବ ଚାମ୍ପିୟନସିପ୍ରେ ଭାରତୀୟ ଦଳ ୮ଟି ସ୍ୱର୍ଣ୍ଣ ସହିତ ୧୫ ପଦକ ଜିତି ଆମକୁ ଗୌରାବାନ୍ୱିତ କରିଛି । ଆମ ଦଳକୁ ଶୁଭେଚ୍ଛା ଏବଂ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା।
ତୀରନ୍ଦାଜୀ ଖେଳକୁ ପ୍ରୋତ୍ସାହିତ କରିବା ସହିତ ଏଥିରେ ଉତ୍କର୍ଷ ହାସଲ କରିବା ପାଇଁ ଏହି ସଫଳତା ସମଗ୍ର ଯୁବପିଢୀକୁ ପ୍ରେରଣା ଯୋଗାଇବ ।
The Indian contingent at the World Archery Youth Championships in Wroclaw has made us proud by winning 15 medals including 8 Golds. Congrats to our team and best wishes for their future endeavours. May this success inspire more youngsters to pursue archery and excel in it. pic.twitter.com/b5E5UdE4zX
— Narendra Modi (@narendramodi) August 15, 2021


