ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଜଗଦୀଶ ଦେଓରା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ଶୁଭେଚ୍ଛା ଜଣାଇଲେ

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଜଗଦୀଶ ଦେଓରା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ଶୁଭେଚ୍ଛା ଜଣାଇଲେ

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଦେଶର ହୃଦୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡ. ମୋହନ ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଓରା ଓ ରାଜେନ୍ଦ୍ର ଶୁକ୍ଳାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଆପଣଙ୍କ ନେତୃତ୍ୱରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦୁଇଗୁଣ ଉତ୍ସାହର ସହ କାମ କରିବ ଏବଂ ବିକାଶର ନୂଆ ଢାଞ୍ଚା ସୃଷ୍ଟି କରିବ ବୋଲି ମୋର ବିଶ୍ୱାସ । ଏହି ଅବସରରେ ମୁଁ ମୋର ସମସ୍ତ ପରିବାରଜନଙ୍କୁ ଆଶ୍ୱାସନା ଦେଉଛି ଯେ, ଆପଣଙ୍କ ଜୀବନକୁ ସହଜ କରିବା ପାଇଁ ବିଜେପି ସରକାର ସବୁପ୍ରକାର ଉଦ୍ୟମ କରିବ ।’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership