ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଲଗାତାର ତୃତୀୟ ପଦକ ଜିତିଥିବାରୁ ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ ସିଡବ୍ଲ୍ୟୁଜି ରେ ୬୫ କିଲୋଗ୍ରାମ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଦକ୍ଷ ବଜରଙ୍ଗ ପୁନିଆ ସ୍ଥିରତା ଏବଂ ଉତ୍କର୍ଷ ସହିତ ସମକକ୍ଷ । ସେ ବର୍ମିଂହାମ ସିଡବ୍ଲ୍ୟୁଜି ରେ ଏକ ସ୍ୱର୍ଣ୍ଣ ଜିତିଛନ୍ତି ।  ସିଡବ୍ଲ୍ୟୁଜିରେ ଲଗାତାର ଭାବେ ତୃତୀୟ ପଦକ ଜିଣିଥିବାରୁ ଉଲ୍ଲେଖନୀୟ କୀର୍ତ୍ତିମାନ ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ଆବେଗ ଏବଂ ଆତ୍ମବିଶ୍ୱାସ ପ୍ରେରଣାଦାୟକ ଅଟେ । ମୋର ସର୍ବଦା ଶୁଭେଚ୍ଛା ।”

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi gifts Buddha artwork associated with Karnataka to his Japanese counterpart

Media Coverage

PM Modi gifts Buddha artwork associated with Karnataka to his Japanese counterpart
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 20, 2023
March 20, 2023
ସେୟାର
 
Comments

The Modi Government’s Push to Transform India into a Global Textile Giant with PM MITRA

Appreciation For Good Governance and Exponential Growth Across Diverse Sectors with PM Modi’s Leadership