ଏସୀୟ କ୍ରୀଡ଼ାରେ ପୁରୁଷ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆମ ପୁରୁଷ ତୀରନ୍ଦାଜ ଟିକର୍ଭ ଟିମ୍ ରୌପ୍ୟ ପଦକ ଜିତିବା ବେଶ୍ ଖୁସିର କ୍ଷଣ । ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ଅଭିନନ୍ଦନ । ଏପରି ବିଜୟ ଜାରି ରହୁ । ସେମାନଙ୍କ ପ୍ରଦର୍ଶନ ନିଷ୍ଠା, ସମର୍ପଣ ଓ ଦୃଢ଼ ସଂକଳ୍ପ କେନ୍ଦ୍ରୀକ ଥିଲା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Apple exports record $2 billion worth of iPhones from India in November

Media Coverage

Apple exports record $2 billion worth of iPhones from India in November
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2025
December 17, 2025

From Rural Livelihoods to International Laurels: India's Rise Under PM Modi