ସମସ୍ତ ପଦ୍ମ ପୁରସ୍କାର-୨୦୨୫ ବିଜେତାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି ସମସ୍ତ ବିଜେତା କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ ନବାଚାରର ପ୍ରତୀକ, ଯାହାକି ସକାରାତ୍ମକ ଭାବେ ଅଗଣିତ ଲୋକଙ୍କୁ ପ୍ରଭାବିତ କରିଛି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ସମସ୍ତ ପଦ୍ମ ବିଜେତାଙ୍କୁ ଶୁଭେଚ୍ଛା! ସେମାନଙ୍କୁ ସମ୍ମାନିତ କରି ଭାରତ ଗର୍ବିତ ଏବଂ ସେମାନଙ୍କ କୃତିତ୍ୱ ପାଇଁ ଉତ୍ସବ ମନାଉଛି । ସେମାନଙ୍କ ସମର୍ପଣ ମନୋଭାବ ଏବଂ ଦୃଢ଼ତା ବାସ୍ତବରେ ପ୍ରେରଣାଦାୟକ । ପ୍ରତ୍ୟେକ ବିଜେତା କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ ନବାଚାରର ପ୍ରତୀକ, ଯାହାକି ସକାରାତ୍ମକ ଭାବେ ଅଗଣିତ ଲୋକଙ୍କୁ ପ୍ରଭାବିତ କରିଛି । ସେମାନେ ଆମକୁ ଦକ୍ଷତା ହାସଲ ପାଇଁ ପ୍ରୟାସର ମୂଲ୍ୟ ଏବଂ ନିଃସ୍ୱାର୍ଥପର ଭାବେ ସମାଜର ସେବା ବାବଦରେ ଶିକ୍ଷା ଦେଇଛନ୍ତି ।

 

https://www.padmaawards.gov.in/Document/pdf/notifications/PadmaAwards/2025.pdf

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
‘Jan Shakti Sarvopar’: PM Modi hails BJP’s decisive win in Delhi election, praises BJP Karyakartas

Media Coverage

‘Jan Shakti Sarvopar’: PM Modi hails BJP’s decisive win in Delhi election, praises BJP Karyakartas
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 9, 2025
February 09, 2025

Citizens Thank PM Modi for Progressive Reforms, Strengthening Manufacturing Sector and Infrastructure Growth