ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବା ଅଜୟ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବାରୁ ଅଜୟ କୁମାରଙ୍କୁ ଅଭିନନ୍ଦନ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ତାଙ୍କ ନିଷ୍ଠା ଓ ସଂକଳ୍ପକୁ ଦର୍ଶାଉଛି।
Kudos to Ajay Kumar for clinching the Silver in the Men's 400m-T64 at the Asian Para Games. His outstanding accomplishment speaks volumes of his dedication and determination. pic.twitter.com/XVavTEuxU3
— Narendra Modi (@narendramodi) October 24, 2023


