ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିଲଙ୍ଗ ଚାମ୍ବର ଚୋୟରଙ୍କ ଉପଦ୍ଦେଷ୍ଟା ତଥା ନିର୍ଦ୍ଦେଶକ ଶ୍ରୀ ନୀଲ ନୋଙ୍ଗକନିରିହଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଶ୍ରୀ ନୀଲ ନୋଙ୍ଗକିନରିହ ଶିଲୋଙ୍ଗ ଚାମ୍ବର ଚୋୟର ପାଇଁ ଜଣେ ଉଲ୍ଲେଖନୀୟ ପରାମର୍ଶଦାତା ଥିଲେ, ଯାହା ଦର୍ଶକଙ୍କୁ ସର୍ବଭାରତୀୟ ସ୍ତରରେ ଆକର୍ଷିତ କରିଥିଲା । ମୁଁ ମଧ୍ୟ ସେମାନଙ୍କର କିଛି ଚମତ୍କାର ପ୍ରଦର୍ଶନକୁ ଦେଖିଛି । ସେ ଖୁବ୍ ଶୀଘ୍ର ଆମ ଠାରୁ ବିଦାୟ ନେଇଛନ୍ତି । ତାଙ୍କର ସୃଜନଶୀଳତା ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଶ୍ରଦ୍ଧାଞ୍ଜଳି ।”
Mr. Neil Nongkynrih was an outstanding mentor to the Shillong Chamber Choir, which enthralled audiences globally. I have also witnessed some of their superb performances. He left us too soon. His creativity will always be remembered. Condolences to his family and admirers. RIP.
— Narendra Modi (@narendramodi) January 5, 2022


