ଅଭିନେତା ଶ୍ରୀ ନେଦୁମୁଦି ବେଣୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଭିନ୍ନ ଧାରାର ଭିନ୍ନ ଭିନ୍ନ ଭୂମିକାକୁ ପ୍ରାଣବନ୍ତ କରି ପାରୁଥିବା ଶ୍ରୀ ନେଦୁମୁଦି ବେଣୁ ଜଣେ ବହୁମୁଖୀ କଳାକାର ଥିଲେ । ଜଣେ ସଫଳ ଲେଖକ ହେବା ସହିତ ସେ ମଞ୍ଚ ଅନୁରାଗୀ ମଧ୍ୟ ଥିଲେ । ତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”
Shri Nedumudi Venu was a versatile actor, who could fill life into diverse roles across many genres. He was also a prolific writer and was passionate about theatre. His passing away is a loss to the world of films and culture. Condolences to his family and admirers. Om Shanti.
— Narendra Modi (@narendramodi) October 11, 2021


