ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପୂର୍ବତନ ମହାନିଦେ୍ର୍ଦଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଡ. ବି ଏସ ଅରୁଣାଚଲମଙ୍କ ବିୟୋଗ ବୈଜ୍ଞାନିକ ସମୁଦାୟ ଏବଂ ରଣନୀତିକ ବିଶ୍ୱରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ତାଙ୍କର ଜ୍ଞାନ, ଗବେଷଣା ପ୍ରତି ପ୍ରଗାଢ଼ ଉତ୍ସାହ ଏବଂ ଭାରତର ସୁରକ୍ଷା କ୍ଷମତାକୁ ମଜଭୁତ କରିବାରେ ସମୃଦ୍ଧ ଯୋଗଦାନ ନିମନ୍ତେ ତାଙ୍କର ଯଥେଷ୍ଟ ପ୍ରଶଂସା କରାଯାଇଛି । ତାଙ୍କ ପରିବାର ଏବଂ ଶୁଭଚିନ୍ତକମାନଙ୍କ ପ୍ରତି ସମବେଦନା । ଓମ ଶାନ୍ତି ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV charging stations cross 29,000, rise nearly six-fold since 2022

Media Coverage

India's EV charging stations cross 29,000, rise nearly six-fold since 2022
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep