ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ବେଙ୍ଗଲୀ ପ୍ରଚ୍ଛଦପଟ୍ଟ ଗାୟିକା ଗୀତାଶ୍ରୀ ସାନ୍ଧ୍ୟା ମୁଖୋପାଧ୍ୟାୟଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୀତାଶ୍ରୀ ସାନ୍ଧ୍ୟା ମୁଖୋପାଧ୍ୟାୟ ଜୀଙ୍କର ଦେହାନ୍ତ ହେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ । ଆମର ସାଂସ୍କୃତିକ ଦୁନିଆ ଦୁର୍ବଳ ଅଟେ । ତାଙ୍କର ମଧୁର ଉପସ୍ଥାପନା ଆଗାମୀ ପୀଢିକୁ ମନ୍ତ୍ରମୁଗ୍ଧ କରି ରଖିବ । ମୋର ଚିନ୍ତାଧାରା ଏହି ଦଃଖଦ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ଅଛି । ଓମ୍ ଶାନ୍ତି ।”
The passing away of Gitashree Sandhya Mukhopadhyay Ji leaves us all extremely saddened. Our cultural world is a lot poorer. Her melodious renditions will continue to enthral the coming generations. My thoughts are with her family and admirers in this sad hour. Om Shanti.
— Narendra Modi (@narendramodi) February 15, 2022
গীতশ্রী সন্ধ্যা মুখোপাধ্যায়ের প্রয়াণে আমরা সকলে শোকাহত। আমাদের সাংস্কৃতিক জগতের অপূরণীয় ক্ষতি হল। আগামী প্রজন্মও তাঁর সুরেলা কন্ঠে আবিষ্ট হবে। শোকের এই মুহূর্তে তাঁর পরিবার পরিজন ও গুণমুগ্ধদের সমবেদনা জানাই। ওঁ শান্তি।
— Narendra Modi (@narendramodi) February 15, 2022


