ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯକ୍ଷ୍ମା ନିରାକରଣ ମହତ୍ୱାକାଂକ୍ଷୀ ମିଶନରେ ଯୋଗଦାନ କରିଥିବା ପ୍ରତ୍ୟେକଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି । ସେ ଏକ ସୁସ୍ଥ ଏବଂ ଯକ୍ଷ୍ମାମୁକ୍ତ ଭାରତ ପାଇଁ ପଥ ପ୍ରସ୍ତୁତ କରୁଥିବା ତୃଣମୂଳ ସ୍ତରରେ ପ୍ରୟାସର ବର୍ଦ୍ଧିତ ଗତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡାଙ୍କ ପକ୍ଷରୁ କରାଯାଇଥିବା ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି:

“ଯକ୍ଷ୍ମା ବିରୁଦ୍ଧରେ ଲଢ଼େଇକୁ ମଜବୁତ କରୁଥିବା ଏବଂ ଯକ୍ଷ୍ମାମୁକ୍ତ ଭାରତ ପାଇଁ ଯୋଗଦାନ ଦେଉଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି । ଏହା ଉଲ୍ଲେଖନୀୟ ଯେ ଏହି ପ୍ରୟାସ କିପରି ତୃଣମୂଳ ସ୍ତରରେ ଅଗ୍ରଗତି କରୁଛି ଏବଂ ଏହା ଦ୍ୱାରା ଏକ ସୁସ୍ଥ ଭାରତର ନିର୍ମାଣ ସୁନିଶ୍ଚିତ ହେଉଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s sports economy crossed the $2 billion mark in 2025 and what's driving the boom

Media Coverage

How India’s sports economy crossed the $2 billion mark in 2025 and what's driving the boom
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Rajasthan meets with Prime Minister
March 25, 2026

ef Minister of Rajasthan, Shri Bhajanlal Sharma met with Prime Minister, Shri Narendra Modi today in New Delhi.

The Prime Minister’s Office said in a X post;

“Chief Minister of Rajasthan, Shri @BhajanlalBjp had a meeting with Prime Minister @narendramodi today.

@RajCMO”