ଯମୁନା ସଫେଇ ଏବଂ ପୁନରୁଦ୍ଧାର ସମ୍ପର୍କିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅଧ୍ୟକ୍ଷତା କରିବା ସହ ଦିଲ୍ଲୀର ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଦିଲ୍ଲୀର ଲୋକଙ୍କ ପାଇଁ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧା ଏବଂ ‘ଇଜ ଅଫ ଲିଭିଙ୍ଗ’ ସକାଶେ ଦିଲ୍ଲୀ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ସେ ଏକ୍ସ ରେ ଲେଖିଛନ୍ତି:

“ଗତକାଲି ଯମୁନା ସଫେଇ ଏବଂ ପୁନରୁଦ୍ଧାର ସମ୍ପର୍କିତ ଏକ ବୈଠକରେ ଅଧ୍ୟକ୍ଷତା କଲି ଏବଂ ଦିଲ୍ଲୀର ପାନୀୟ ଜଳ ସମସ୍ୟା ଉପରେ ମଧ୍ୟ ଆଲୋଚନା କଲି । କେନ୍ଦ୍ର ସରକାର ଦିଲ୍ଲୀର ମୋ ଭାଇ ଭଉଣୀଙ୍କ ପାଇଁ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧା ସୃଷ୍ଟି ଏବଂ ‘ଇଜ ଅଫ ଲିଭିଙ୍ଗ’ ସକାଶେ ମିଳିମିଶି କାମ କରିବେ ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi