ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଛି । ଏହା ଏକ ଆଇସିଟି ଆଧାରିତ ବିବିଧ ମଡ଼େଲ ପ୍ଲାଟଫର୍ମ ଯାହା ସକାରାତ୍ମକ ସୁଶାସନ ଏବଂ ଏହାର ସମୟାନୁବର୍ତ୍ତୀ ପ୍ରବର୍ତ୍ତନ ଉପରେ ଆଧାରିତ ଏବଂ ଏଥବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସାମିଲ କରାଯାଇଛି । ଏହି ବୈଠକରେ ଆଜି ଆଠଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

ସେଥି ମଧ୍ୟରୁ ଚାରିଟି ପ୍ରକଳ୍ପ ହେଲା ରେଳ ମନ୍ତ୍ରଣାଳୟର, ଦୁଇଟି ଶକ୍ତି ମନ୍ତ୍ରଣାଳୟର ଏବଂ ସଡ଼କ ପରିବହନ ଓ ରାଜମାର୍ଗ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଗୋଟିଏ ଲେଖାଏଁ ପ୍ରକଳ୍ପ । ପ୍ରାୟ ୫୦,୦୦୦ କୋଟି ଟଙ୍କାର ପୁନଃପୌନିକ ମୂଲ୍ୟରେ ଏହିସବୁ ପ୍ରକଳ୍ପ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ,ମହାରାଷ୍ଟ ଓ ହରିଆନା ଭଳି ସାତଟି ରାଜ୍ୟରେ ପ୍ରବର୍ତ୍ତନ କରାଯାଉଛି ।

ପୂର୍ବରୁ ଅନୁଷ୍ଠିତ ୩୭ଟି ପ୍ରଗତି ବୈଠକରେ ମୋଟ ୨୯୭ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଏବଂ ସେହିସବୁ ପ୍ରକଳ୍ପଗୁଡ଼ିକ ପ୍ରାୟ ୧୪.୩୯ ଲକ୍ଷ କୋଟି ଟଙ୍କାରେ ରୂପାୟନ କରାଯାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Short trip, big results: 7 crucial deals inked by PM Modi in UAE

Media Coverage

Short trip, big results: 7 crucial deals inked by PM Modi in UAE
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance