ହାଙ୍ଗଝୌରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୨ରେ ୫୦ ମିଟର ରାଇଫଲ  ୩ ପୋଜିସନରେ ରୌପ୍ୟ ପଦକ ଜିତିଥିବା ସିଫ୍ଟ କୌର ସାମ୍ରା, ଆଶି ଚୌକ୍ସି ଏବଂ ମାନିନୀ କୌଶିକଙ୍କ ମହିଳା ଟିମକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆମର ଉଦ୍ୟମୀ ଏବଂ ପ୍ରତିଭାଶାଳୀ ୫୦ ମିଟର ରାଇଫଲ  ୩ ପୋଜିସନ ମହିଳା ଟିମ୍ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସିଫ୍ଟ କୌର ସାମ୍ରା, ଆଶି ଚୌକ୍ସି ଏବଂ ମାନିନି କୌଶିକଙ୍କୁ ଶୁଭେଚ୍ଛା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 16, 2026
April 16, 2026

From Bullet Trains to Billion-Dollar Apple Exports: How PM Modi is Scripting India’s Golden Chapter