ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୩୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍-୩୭ରେ ସ୍ୱର୍ଣ୍ଣ ପଦକ ହାସଲ କରିବା ହାନିଙ୍କ ଏକ ଚମତ୍କାର ସଫଳତା !

ତାଙ୍କ ଅତୁଳନୀୟ ଦକ୍ଷତା ଭାରତ ପାଇଁ ଅସୀମ ଆନନ୍ଦ ଓ ଗର୍ବ ଅନୁଭବ କରିଛି। ଭବିଷ୍ୟତର ସଫଳତା ପାଇଁ ଶୁଭେଚ୍ଛା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 2, 2026
April 02, 2026

Bharat Rising: PM Modi Turns Promises into Records — Defence, EVs, AI & GST All Hit New Highs