ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମ ତ୍ରିପୁରାର ଅର୍ଜୁନ ସିଂହଙ୍କ ସହ ମତ ବିନିମୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ  ଆଜି (୨୭.୧୨.୨୦୨୩) ଆବାସୀ ଜରିଆରେ ମତ ବିନିମୟ କରିଛନ୍ତି । ଏହି ଅବସରରେ ସେ ସମବେତ ଜନସାଧାରଣଙ୍କୁ ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିôଲେ । କେନ୍ଦ୍ରମନ୍ତ୍ରୀ, ସଂସଦ ସଦସ୍ୟ, ବିଧାୟକ ଓ ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ସହ କଥୋପକଥନ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଅର୍ଜୁନ ସିଂହ । ତ୍ରିପୁରା ଚା ବଗିଚା ଶ୍ରମିକ ଅର୍ଜୁନ  ସିଂ ପିଏମ୍ ଆବାସ, ଉଜ୍ଜ୍ୱଳା ଓ ମାଗଣା ଶୌଚାଳୟ କରି ଜଣେ  ହିତାଧିକାରୀ ।  ୧.୩ଲକ୍ଷ ଟଙ୍କା ସହାୟତା ପାଇ ସେ କଚା ଘରରୁ  ପକ୍‌କା ଘରକୁ  ଯିବା ସହ ସାଧାରଣ ଚୂଲିରୁ ଗ୍ୟାସ ଚୁଲା ବ୍ୟବହାର କରିପାରିଲେ । ସେ ମୋଦି କୀ ଗ୍ୟାରେଣ୍ଟି  କୀ ଗାଡିର ବିପୁଳ ଉତ୍ସାହ ତାଙ୍କ ଗ୍ରାମ ଓ ଆଖପାଖ ଅଞ୍ଚଳରେ କିପରି ଅଛି ସେ ସମ୍ପର୍କରେ ସୂଚନା ଦେଲେ । ବିନା ଘାତ ପ୍ରତିଘାତରେ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀମାନେ  ପାଇପାରୁଥିବା ଜାଣି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure