ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ ।

 

ଲୁମ୍ବିନୀ ବିକାଶ ଟ୍ରଷ୍ଟ(ଏଲଡିଟି) ଅଧ୍ୟକ୍ଷ ତଥା ନେପାଳ ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପ୍ରେମବାହାଦୁର ଆଲେ, ଲମ୍ବିନୀ ମୁଖ୍ୟମନ୍ତ୍ରୀ ଶ୍ରୀ କୁଲପ୍ରସାଦ କେସି, ଏଲଡିସି ଉପାଧ୍ୟକ୍ଷ ତଥା ସମ୍ମାନୀୟ ନେଟିଆ ଶାଖ୍ୟ ପୁଟ୍ଟା ଓ ନେପାଳ ସରକାରଙ୍କ ଅନେକ ମନ୍ତ୍ରୀ ଓ ଗଣ୍ୟମାନ୍ୟ ଅତିଥି ଏଥିରେ ଉପସ୍ଥିତ ଥିଲେ ।

ସାଧୁ, ବୌଦ୍ଧ ପଣ୍ଡିତ ତଥା ଅନ୍ୟାନ୍ୟ ଆନ୍ତର୍ଜାତିକ ଅଂଶଗ୍ରହଣକାରୀଙ୍କୁ ମିଶାଇ ପ୍ରାୟ ୨୫୦୦ ଉପସ୍ଥିତ ଅଭ୍ୟାଗତଙ୍କୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India evolves into global startup powerhouse as policy stability drives growth, say industry leaders

Media Coverage

India evolves into global startup powerhouse as policy stability drives growth, say industry leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 16, 2026
January 16, 2026

Citizens Thank PM Modi: Driving Viksit Bharat Through Innovation, Infrastructure, and Economic Resilience