ଥାଇଲାଣ୍ଡର ବ୍ୟାଙ୍କକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ପେଟଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ସହ ମଧ୍ୟ ଆଲୋଚନା କରିବେ ।



Landed in Bangkok, Thailand.
— Narendra Modi (@narendramodi) April 3, 2025
Looking forward to participating in the upcoming official engagements and strengthening the bonds of cooperation between India and Thailand. pic.twitter.com/cGzkyJzu8o
เดินทางถึงกรุงเทพฯ ประเทศไทย
— Narendra Modi (@narendramodi) April 3, 2025
มุ่งหวังที่จะได้เข้าร่วมในการพบกันอย่างเป็นทางการที่กำลังจะเกิดขึ้น และได้ส่งเสริมความร่วมมือระหว่างอินเดียและไทย pic.twitter.com/sbid0jphOr


