ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଛାତ୍ରମାନେ ଗୁଜୁରାଟର ଆନନ୍ଦରେ ଥିବା ଅମୁଲ ସମବାୟ ଦୁଗ୍ଧ କାରଖାନା ପରିଦର୍ଶନ କରୁଥିବା ଯୁବା ସଙ୍ଗମର ଆବେଗକୁ ପ୍ରଶଂସା କରିଛନ୍ତି ।

ଆସାମର ତେଜପୁର ସାଂସଦ ପଲବ ଲୋଚନ ଦାସଙ୍କ ଏକ ଟୁଇଟ୍‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏହିପରି ସୁଯୋଗ ଆମ ଯୁବକମାନଙ୍କୁ ବିବିଧ ସଂସ୍କୃତିକୁ ଖୋଜିବା ଏବଂ ଭାରତର ବିଭିନ୍ନ ଦିଗକୁ ବୁଝିବାରେ ସକ୍ଷମ କରିଥାଏ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.