୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ରଣ୍ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ଉତ୍ସବରେ ଅଭୁଲା ଅନୁଭୂତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କଛ୍ ଆପଣ ସମସ୍ତଙ୍କୁ ଅପେକ୍ଷା କରିଛି!!

ଆସନ୍ତୁ,ବର୍ତ୍ତମାନ ଜାରି ଥିବା ରଣ ଉତ୍ସବରେ ପ୍ରାଚୀନ ଧଳା ରଣର ଅନୁଭବ ନିଅନ୍ତୁ ଏବଂ ସମୃଦ୍ଧ ସଂସ୍କୃତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟର ଆନନ୍ଦ ଉଠାନ୍ତୁ ।

୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରଣ୍ ଉତ୍ସବ ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ଏକ ଅବିଶ୍ୱସନୀୟ ଅନୁଭବର ପ୍ରତିଶ୍ରୁତି ଦେଉଛି ।”

 

 

“କଛର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ରଣ୍ ଉତ୍ସବ ସମସ୍ତଙ୍କ ମନ ମୋହିନେବ । ଅଦ୍ଭୁତ ହସ୍ତକଳାର ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଇବା ପିଇବାର ପରମ୍ପରା, ଏଠାକାର ସମସ୍ତ ଅନୁଭବ ଅବିସ୍ମରଣୀୟ ରହିବ । ଆପଣ ସମସ୍ତଙ୍କୁ ମୋର ଅନୁରୋଧ କି ଥରେ ସପରିବାର ରଣ୍ ଉତ୍ସବ ନିଶ୍ଚିତ ଆସନ୍ତୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 25, 2026
August 25, 2026

Nari Shakti to Capital Markets: PM Modi’s Reforms Are Rewiring India’s Growth Story