ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଜି ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“ଜୟନ୍ତୀ ଅବସରରେ ମୁଁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ପ୍ରଣତି ଜଣାଉଛି ।
ଡଃ ମୁଖାର୍ଜୀ ଜଣେ ପ୍ରବୀଣ ଶିକ୍ଷାବିତ, ଉତ୍ତମ ପ୍ରଶାସକ ଏବଂ ଭାରତର ସ୍ୱାଧୀନତା, ଐକ୍ୟ ଓ ଅଖଣ୍ଡତା ପାଇଁ ସଂଗ୍ରାମ କରିଥିବା ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On his Jayanti, I bow to Dr. Syama Prasad Mookerjee .
— Narendra Modi (@narendramodi) July 6, 2018
Dr. Mookerjee is remembered as a fine educationist, a wonderful administrator and a stalwart who fought for India's freedom as well as unity. pic.twitter.com/vBtYKbN9S7
Sharing a picture of Dr. Syama Prasad Mookerjee with Dr. Babasaheb Ambedkar. Both were Ministerial colleagues and had a futuristic vision for India's growth. pic.twitter.com/WxyjKbyz26
— Narendra Modi (@narendramodi) July 6, 2018


