ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେଣ୍ଟ ପିଟର୍ସବର୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ଭେଟିଛନ୍ତି । ସମ୍ମିଳନୀ ଶେଷରେ ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ 2001ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେଣ୍ଟ ପିଟର୍ସବର୍ଗକୁ ତାଙ୍କର ପ୍ରଥମ ଗସ୍ତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ଭାରତ ଏବଂ ରୁଷ ସମ୍ପର୍କ ସଂସ୍କୃତିରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ପରିବ୍ୟାପ୍ତ ।
Встретился с президентом Путиным. Прекрасная встреча, в ходе которой обсудили несколько вопросов. @KremlinRussia pic.twitter.com/c2WGwjaiGT
— Narendra Modi (@narendramodi) June 1, 2017
Met President Putin. We had a wonderful meeting during which we discussed India-Russia relations. @KremlinRussia_E pic.twitter.com/drBG3Yb2Fh
— Narendra Modi (@narendramodi) June 1, 2017


