ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନବନିର୍ବାଚିତ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“କୋରିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ । ଭାରତ-କାରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଆହୁରି ବିସ୍ତାର ଏବଂ ସୁଦୃଢ଼ କରିବା ପାଇଁ ଏକତ୍ର କାମ କରିବାକୁ ଅପେକ୍ଷା କରିଛି ।
@Jaemyung_Lee.”
Congratulations to Mr Lee Jae-Myung on being elected as the President of the Republic of Korea. Look forward to working together to further expand and strengthen the India-ROK Special Strategic Partnership.@Jaemyung_Lee
— Narendra Modi (@narendramodi) June 4, 2025


